Advertisement

Girl commited suicide by consuming poison in kesinga

Girl commited suicide by consuming poison in kesinga ବିଷ ପାନ କରି ଯୁବତୀର ଆତ୍ମହତ୍ୟା। କେସିଙ୍ଗା ନିକଟ ବହାଦୁରପଦର ଗ୍ରାମର ସନ୍ଧ୍ୟା ଭୋଇ କୌଣସି କାରଣରୁ କୀଟନାଶକ ପୀଇ ଦେଇ ଥିଲେ ସଙ୍ଗେ ସଙ୍ଗେ କେସିଙ୍ଗା ଡାକ୍ତର ଖାନାକୁ ଅଣାଯାଇ ଥିଲେ ବି ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନନ୍ତର କରାଯାଇ ଥିବା ବେଳେ ଚିକିତ୍ସା ଧୀନ ଅବସ୍ଥାରେ ସମ୍ପୃକ୍ତ ଯୁବତୀର ମୃତ୍ୟୁ ଘଟିଛି ଏପଟେ ଏ ଘଟଣାରେ କେସିଙ୍ଗା ଥାନାରେ ଏକ ଅପମୃତୁ ମାମଲା ରୁଜ୍ଜୁ କରି ତଦନ୍ତ କାରୀ ଅଧିକାରୀ ପ୍ରେମରାଜ କହଁର ତଦନ୍ତ କରୁଥିବା ଜଣା ପଡିଛି

#odishatimes,#odisha time,#kalahandi news,#odisha news,#Girl commited suicide by consuming poison in kesinga,

Post a Comment

0 Comments